Jai Maa Kali Mp3 Song Download

Download the beautiful new song Jai Maa Kali by Emart from the album Odia (Oriya) Mp3 Songs. Get the high-quality 320kbps MP3 for free, only on Pagaiworld.

Jai Maa Kali Poster

Jai Maa Kali - Song Details


Category Odia (Oriya) Songs
Singer(s) Emart
Music Composer(s) Emart
Added On 17 Mar, 2025
Share On

Listen to Jai Maa Kali Online

Listen to and download Jai Maa Kali, the latest hit track from the album Odia (Oriya) Mp3 Songs. Featuring the incredible voice of Emart. Get your fast and secure download in pristine 320kbps quality, exclusively on PagaiWorld.

Jai Maa Kali Lyrics - Emart

ଜୟ ମା କାଳିକା ମନ୍ଦାର ମାଳିକା ଜୟ ମା ସିଂହ ବାହିନୀ ଖଣ୍ଡା ଯେ ଖର୍ପର ତ୍ରିଶୁଳ ଧାରିଣୀ ଦୁଃଖ ବିନାଶିନୀ ମାଆ ଗୋ ତୁହି ସୁଖ ପ୍ରଦାୟିନୀ ମାଆ ଗୋ ।।୦।। ଶ୍ୟାମାଙ୍ଗିନୀ ମାଗୋ ପର୍ବତ କନ୍ୟା ତୁ ଦଶ ମହାବିଦ୍ୟା ଧାରୀ, ଧର୍ମ ଗ୍ଲାନି ବେଳେ ଦଶ ଅବତାରେ ଧରଣୀ ଉଶ୍ୱାସ କରି ଗୋ ବିଶ୍ଵ ଶାନ୍ତି ପ୍ରଦାୟିନୀ ଗୋ ।।୧।। କେବେ କେବେ ହେଉ ଚାରି ରୂପ ତୋର ଅଜ୍ଞାନୀ କି ବର୍ଣ୍ଣି ପାରେ , ଦକ୍ଷିଣ କାଳି ଗୋ ଶମ ଶାନ କାଳି ମାତୃ କାଳି, ମହା କାଳି ଗୋ ବିପଦ ଭଞ୍ଜନୀ ମାଆ ଗୋ ।।୨।। ନୃ- ମୁଣ୍ଡ ମାଳିନୀ ଶଙ୍କର ଘରଣୀ ଚଣ୍ଡ ମୁଣ୍ଡ ବିନାଶିନି ରକ୍ତ ବୀର୍ଯ୍ୟ , ଶୁମ୍ଭ , ନିଶୁମ୍ଭ , ଧୂମ୍ରାକ୍ଷେ (ମାରି) ଉଶ୍ୱାଷ କଲ ଧରଣୀ ଗୋ ଲମ୍ବୋଦର ଙ୍କ ଜନନୀ ଗୋ ।।୩।। କାର୍ତ୍ତିକ ଉଁଆଶେ ହେଉ ଆବିର୍ଭୁତା ଦୁଷ୍ଟ ବିନାଶିବା ପାଇଁ ଦୀପ ଜାଳି ଡାକୁ ଦିପାଳୀ ଆଲୋକେ ପିତୃ ପୁରୁଷ ଙ୍କୁ ଧ୍ୟାୟୀ ଗୋ କରି ପୂଜା ଆରାଧନୀ ଗୋ ।।୪।। ଅଧର୍ମ ଉପରେ ଧର୍ମ ର ବିଜୟ, ଜ୍ଞାନ ଜ୍ୟୋତି ଜାଳି ଦିଅ ଗୋ ମାଗୋ କାଳୀ ଦିବାଳି ରେ କରେ ଜୟ ଗୋ ଆସ ମା ଦୁଃଖ ହାରିଣୀ ଗୋ ।।୫।। ଜୟ ମା କାଳୀକା ମନ୍ଦାର ମାଳିକା....

Odia (Oriya) Mp3 Songs
You May Also Like